ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ରାଜକୀୟ ବା ଲୋକସେବାର ଅନ୍ତର୍ଗତ ବିଭାଗ ଯେଉଁଠି ଅନେକ ତଳିଆ କର୍ମଚାରୀ ଥାନ୍ତି
ಉದಾಹರಣೆ : ସେ ଅଧସ୍ତନ ନିମନ୍ତେ ଦରଖାସ୍ତ ପକାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
राजकीय या लोक सेवा का वह अंग जिसके अंतर्गत निम्न कोटि के कर्मचारी होते हैं।
ಅರ್ಥ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
ಉದಾಹರಣೆ : ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
ಸಮಾನಾರ್ಥಕ : ଅଧୀନ, ନିମ୍ନସ୍ଥ
आज्ञा, अधिकार आदि में किसी के नीचे रहने वाला।
ಅರ್ಥ : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
ಉದಾಹರಣೆ : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
ಸಮಾನಾರ್ಥಕ : କନିଷ୍ଠ, ନିମ୍ନସ୍ଥ
जो पद, मर्यादा, योग्यता आदि में छोटा या दूसरों से घटकर हो।
ಸ್ಥಾಪನೆ