ಅರ್ಥ : ଅଳଂକାର ଶାସ୍ତ୍ରାନୁସାରେ ନଅ ରସ ମଧ୍ୟରୁ ଏକ
ಉದಾಹರಣೆ :
କୌଣସି ଅସାଧାରଣ ବସ୍ତୁକୁ ଦେଖି, ପଢ଼ି ବା ଶୁଣି ଯେବେ ଆମ ହୃଦୟରେ ବିସ୍ମୟ ଭାବ ଉତ୍ପନ୍ନ ହୁଏ, ଏଭଳି ବର୍ଣ୍ଣନାକୁ ଅଦ୍ଭୁତ ରସ କୁହାଯାଏ‘
ಸಮಾನಾರ್ಥಕ : ଅଦ୍ଭୁତ ରସ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
ಉದಾಹರಣೆ :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ಸಮಾನಾರ್ಥಕ : ଅସମ୍ଭବ, ଆଶ୍ଚର୍ଯ୍ୟ, ତାଜୁବ୍, ବିସ୍ମୟ
ಇತರ ಭಾಷೆಗಳಿಗೆ ಅನುವಾದ :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseಅರ್ಥ : ଆଶ୍ଚର୍ଯ୍ୟ ଉତ୍ପନ୍ନ କରୁଥିବା ବସ୍ତୁ
ಉದಾಹರಣೆ :
ତାଜମହଲ୍ ପୃଥିବୀର ସାତୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ବିଶେଷ ଲକ୍ଷଣଯୁକ୍ତ
ಉದಾಹರಣೆ :
ମତ୍ସ୍ୟ୍ୟକନ୍ୟା ଏକ ବିଲକ୍ଷଣ ଜୀବ
ಸಮಾನಾರ್ಥಕ : ଅଜବ, ଅଦ୍ଭୁତପୂର୍ବ, ଅପୂର୍ବ, ଅଲୌକିକ, ଆଶ୍ଚର୍ଯ୍ୟଜନକ, ବିଚିତ୍ର, ବିଲକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
जो विशेष लक्षण से युक्त हो।
मत्स्यनारी एक विलक्षण जीव है।Strikingly strange or unusual.
An exotic hair style.ಅರ್ಥ : କରାମତି ବା ଚମତ୍କାର ଦେଖାଉଥିବା ଲୋକ
ಉದಾಹರಣೆ :
ସତ୍ୟ ସାଇବାବା ଜଣେ ଚମତ୍କାରୀ ପୁରୁଷ
ಸಮಾನಾರ್ಥಕ : ଆଶ୍ଚର୍ଯ୍ୟମୟ, ଚମତ୍କାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜିଜ୍ଞାସା ଉତ୍ପନ୍ନ କରିବା ଲୋକ
ಉದಾಹರಣೆ :
ମୋ ସହିତ ଗୋଟିଏ ବିଚିତ୍ର ଘଟଣା ଘଟିଲା
ಸಮಾನಾರ್ಥಕ : ଜିଜ୍ଞାସାଜନକ, ବିଚିତ୍ର, ବିଲକ୍ଷଣ, ବିସ୍ମୟକାରକକୌତୁହଳଜନକ, ବିସ୍ମୟକାରୀ, ବିସ୍ମୟଜନକ
ಇತರ ಭಾಷೆಗಳಿಗೆ ಅನುವಾದ :