ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅତିଶୟୋକ୍ତି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅତିଶୟୋକ୍ତି   ବିଶେଷ୍ୟ

ಅರ್ಥ : ଏକ ଅଳଙ୍କାର ଯେଉଁଥିରେ ଭେଦରେ ଅଭେଦ, ଅସମ୍ବନ୍ଧରେ ସମ୍ବନ୍ଧଆଦି ଦେଖାଇ କୌଣସି ବସ୍ତୁର ଅଧିକ ବର୍ଣ୍ଣନା ଦିଆଯାଇଥାଏ

ಉದಾಹರಣೆ : ପ୍ରାଚୀନ କବିମାନଙ୍କ ରଚନା ଅତିଶୟୋକ୍ତି ଅଳଙ୍କାରେ ପୂର୍ଣ୍ଣ ହୋଇ ରହୁଥିଲା

ಸಮಾನಾರ್ಥಕ : ଅତିଶୟୋକ୍ତି ଅଳଙ୍କାର


ಇತರ ಭಾಷೆಗಳಿಗೆ ಅನುವಾದ :

एक अलंकार जिसमें भेद में अभेद, असंबंध में संबंध आदि दिखाकर किसी वस्तु का बहुत बढ़ाकर वर्णन होता है।

आदिकालीन कवियों की रचनाएँ अतिशयोक्ति अलंकार से भरी पड़ी हैं।
अतिशयोक्ति, अतिशयोक्ति अलंकार

Extravagant exaggeration.

exaggeration, hyperbole

ಅರ್ಥ : କୌଣସି ବସ୍ତୁକୁ ଅତିରଞ୍ଜିତ କରି ବର୍ଣ୍ଣନା କରୁଥିବା ଅର୍ଥାଳଙ୍କାର

ಉದಾಹರಣೆ : ଏହି କବିତାରେ ନାୟିକାର ରୂପ ବର୍ଣ୍ଣନା ପାଇଁ ଅତିଶୟୋକ୍ତିର ବ୍ୟବହାର ହୋଇଛି

ಅರ್ಥ : ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା

ಉದಾಹರಣೆ : ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା

ಸಮಾನಾರ್ಥಕ : ଅତିରଞ୍ଜନ ଅତ୍ୟୁକ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

बहुत बढ़ा-चढ़ाकर या अपनी ओर से बहुत-कुछ मिलाकर कही हुई बात।

उनका भाषण अतिशयोक्ति से पूर्ण था।
अतिरंजना, अतिशयोक्ति, अत्युक्ति, मिर्च मसाला

Making to seem more important than it really is.

exaggeration, magnification, overstatement