ಅರ್ಥ : ମୂର୍ଖ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା
ಸಮಾನಾರ್ಥಕ : ଅଜ୍ଞତା, ମୂର୍ଖତା, ମୂର୍ଖାମୀ, ମୂଢ଼ତା
ಇತರ ಭಾಷೆಗಳಿಗೆ ಅನುವಾದ :
मूर्ख होने की अवस्था या भाव।
किसी की मूर्खता पर मत हँसो।ಅರ್ಥ : ବିଦ୍ୟାର ଅଭାବ
ಉದಾಹರಣೆ :
ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
ಸಮಾನಾರ್ಥಕ : ଅଜ୍ଞାତା, ଅବିଦ୍ୟା, ଜ୍ଞାନହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
The lack of knowledge or education.
ignoranceಅರ್ಥ : ଜ୍ଞାନ ନହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ
ಸಮಾನಾರ್ಥಕ : ଜ୍ଞାନହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
The lack of knowledge or education.
ignorance