ಅರ್ಥ : ଗୁପ୍ତ ରୂପରେ ରଖୁଥିବା ଲୋକ
ಉದಾಹರಣೆ :
ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
With your identity concealed.
incognitoಅರ್ಥ : ଯେ ଲୁଚି ରହିଛି
ಉದಾಹರಣೆ :
ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
ಸಮಾನಾರ್ಥಕ : ଅପ୍ରକାଶ, ଗୁପ୍ତ, ଲୁଚାଛପା
ಇತರ ಭಾಷೆಗಳಿಗೆ ಅನುವಾದ :
जो छिपा हुआ हो।
उसने इस मामले से संबंधित एक गुप्त बात बताई।ಅರ್ಥ : ଯାହା ଜ୍ଞାତ ବା ଜଣା ନୁହେଁ
ಉದಾಹರಣೆ :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ପରିଚିତ ନୁହେଁ
ಉದಾಹರಣೆ :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
ಇತರ ಭಾಷೆಗಳಿಗೆ ಅನುವಾದ :
Unaware because of a lack of relevant information or knowledge.
He was completely ignorant of the circumstances.