ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅଗ୍ରାହ୍ୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅଗ୍ରାହ୍ୟ   ବିଶେଷଣ

ಅರ್ಥ : ଯାହା ନେବା ବା ଗ୍ରହଣ କରିବା ଯୋଗ୍ୟନାହିଁ

ಉದಾಹರಣೆ : ତିରସ୍କାରପୂର୍ବକ ଦିଆ ଯାଉଥିବା କୌଣସି ବି ବସ୍ତୁ ଅଗ୍ରାହ୍ୟ

ಸಮಾನಾರ್ಥಕ : ଅଗ୍ରହଣୀୟ


ಇತರ ಭಾಷೆಗಳಿಗೆ ಅನುವಾದ :

जो लेने या ग्रहण करने योग्य न हो।

तिरस्कारपूर्वक दी गई कोई भी वस्तु अग्राह्य है।
अग्रहणीय, अग्रह्य, अग्राह्य

ಅರ್ಥ : ଯାହାକୁ ରଦ୍ଦ ବା ବ୍ୟର୍ଥ କରିଦିଆଯାଇଛି

ಉದಾಹರಣೆ : ସମ୍ପତ୍ତି ରଖିବା ସମ୍ପର୍କୀୟ ଏକ ପ୍ରସ୍ତାବକୁ ଲୋକସଭାରେ ରଦ୍ଦ କରିଦିଆଗଲା

ಸಮಾನಾರ್ಥಕ : ଅକାମୀ, ଖାରଜ, ବାତିଲ, ରଦ୍ଦ, ରହିତ


ಇತರ ಭಾಷೆಗಳಿಗೆ ಅನುವಾದ :

जो रद्द या व्यर्थ कर दिया गया हो।

निरस्त प्रस्ताव पर पुनर्विचार किया जा रहा है।
निरसित, निरस्त, मंसूख, रद्द

(of events) no longer planned or scheduled.

The wedding is definitely off.
cancelled, off

ಅರ್ಥ : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ

ಉದಾಹರಣೆ : ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?

ಸಮಾನಾರ್ಥಕ : ଅଗ୍ରହଣୀୟ, ଅମାନ୍ୟ, ଅସ୍ୱୀକାର୍ଯ୍ୟ


ಇತರ ಭಾಷೆಗಳಿಗೆ ಅನುವಾದ :

जो लेने या स्वीकार करने के योग्य न हो।

आप बार-बार अस्वीकार्य सुझाव ही क्यों देते हैं।
अमान्य, अस्वीकरणीय, अस्वीकार्य