ಅರ್ಥ : ପ୍ରାଚୀନ କାଳର ଏକ ପରୀକ୍ଷା ଯେଉଁଥିରେ କୌଣସି ବ୍ୟକ୍ତି ହାତରେ ନିଆଁ ନେଇ ବା ନିଆଁରେ ବସି ନିଜର ନିର୍ଦ୍ଦୋଷଭାବ ପ୍ରମାଣିତ କରୁଥିଲେ
ಉದಾಹರಣೆ :
ସୀତା ନିଜ ପବିତ୍ରତା ପ୍ରମାଣିତ କରିବାପାଇଁ ଅଗ୍ନି ପରୀକ୍ଷା ଦେଇଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
प्राचीन काल की एक परीक्षा जिसमें कोई व्यक्ति हाथ में आग लेकर या आग में बैठकर अपना निर्दोष होना सिद्ध करता था।
सीताजी ने अपनी पवित्रता सिद्ध करने के लिए अग्निपरीक्षा दी थी।A primitive method of determining a person's guilt or innocence by subjecting the accused person to dangerous or painful tests believed to be under divine control. Escape was usually taken as a sign of innocence.
ordeal, trial by ordealಅರ್ಥ : ଯେଉଁ ପରୀକ୍ଷାରେ ସଫଳ ହେବାପାଇଁ ବିପଦପୂର୍ଣ୍ଣ କାମ କରିବାକୁ ପଡ଼େ
ಉದಾಹರಣೆ :
ଦ୍ରୋଣାଚାର୍ଯ୍ୟ ଏକଲବ୍ୟର କଠିନ ପରୀକ୍ଷା ନେଇଥିଲେ
ಸಮಾನಾರ್ಥಕ : କଠିନ ପରୀକ୍ଷା, କଡ଼ା ପରୀକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
वह परीक्षा जिसमें सफल होने के लिए जोखिम भरा कार्य करना पड़े।
द्रोणाचार्य ने एकलव्य की कठिन परीक्षा ली थी।