ಅರ್ಥ : ଶରୀରରେ ମିଳୁଥିବା ଏକ ଲମ୍ବାଗ୍ରନ୍ଥି ଯାହା ଆମାଶୟର ପଛରେ ଅବସ୍ଥିତ ଏବଂ ଯେଉଁଥିରୁ ପାଚକ ରସ ତଥା ଇନସୁଲିନ୍ ବାହାରିଥାଏ
ಉದಾಹರಣೆ :
ଅଗ୍ନାଶୟରୁ ବାହାରୁଥିବା ପାଚକରସ ହଜମ କ୍ରିୟାରେ ସହାୟକ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
शरीर में पायी जानी वाली एक लम्बी एवं गुच्छित ग्रंथि जो आमाशय के पीछे आड़े या अनुप्रस्थ रूप में स्थित होती है तथा जिससे पाचक रस तथा इंसुलीन निकलता है।
अग्न्याशय द्वारा निकला पाचक रस पाचन में सहायक होता है।A large elongated exocrine gland located behind the stomach. Secretes pancreatic juice and insulin.
pancreasಅರ್ಥ : ଆମାଶୟର ପଛରେ ବା ଅନୁପ୍ରସ୍ଥ ରୂପରେ ସ୍ଥିତ ଏକ ବଡ଼,ଲମ୍ବା ଏବଂ ଗୁଚ୍ଛିତ ଗ୍ରନ୍ଥି
ಉದಾಹರಣೆ :
ଅଗ୍ନାଶୟରୁ ପାଚକ ରସ କ୍ଷରଣ ହୁଏ