ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେଉଁ ଖାଦ୍ୟ ଶାସ୍ତ୍ର ଅନୁସାରେ ଖାଇବାଲାଗି ନିଷିଦ୍ଧ
ಉದಾಹರಣೆ : ଭୋକ ତାକୁ ଅଖାଦ୍ୟ ଖାଇବାକୁ ବାଧ୍ୟ କରିଦେଲା
ಸಮಾನಾರ್ಥಕ : କଦନ୍ନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह अन्न जिसका खाना शास्त्रों के अनुसार निषिद्ध है।
ಅರ್ಥ : ଯାହା ଖାଇବା ଯୋଗ୍ୟ ନୁହେଁ
ಉದಾಹರಣೆ : ଏହା ଅଖାଦ୍ୟ ବସ୍ତୁ
ಸಮಾನಾರ್ಥಕ : ଅନାହାର୍ଯ୍ୟ, ଅଭକ୍ଷ, ଅଭୋଜ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो खाने के योग्य न हो।
Not suitable for food.
ಅರ್ಥ : ଯାହା ଖାଇବା ଉଚିତ ନୁହେଁ
ಉದಾಹರಣೆ : ସେ ଅଖାଦ୍ୟ ଫଳ ଖାଇ ମରିଗଲା
ಸಮಾನಾರ್ಥಕ : ଅଭକ୍ଷ, ଅଭୋଜ୍ୟ
जिसे खाना नहीं चाहिए।
ಅರ್ಥ : କାମ ଲାଗି ଅଯୋଗ୍ୟ ବା ଖାଦ୍ୟ ଲାଗି ଅଯୋଗ୍ୟ
ಉದಾಹರಣೆ : ଅଖାଦ୍ୟ ବସ୍ତୁକୁ ଫିଙ୍ଗିଦେଉ ନାହଁ କାହିଁକି
ಸಮಾನಾರ್ಥಕ : ଅସେବ୍ୟ
ಸ್ಥಾಪನೆ