ಅರ್ಥ : ଭୂଗୋଳରେ ପୃଥିବୀ ଉପରେ ପୂର୍ବରୁ ପଶ୍ଚିମକୁ ଯାଇଥିବା ସମାନ ଅନ୍ତରର ଏକ କାଳ୍ପନିକ ରେଖା
ಉದಾಹರಣೆ :
ସେ ଭୌଗୋଳିକ ମାନଚିତ୍ରରେ ଅକ୍ଷାଂଶ ରେଖାର ସ୍ଥିତି ଦେଖୁଛି
ಸಮಾನಾರ್ಥಕ : ଅକ୍ଷରେଖା
ಇತರ ಭಾಷೆಗಳಿಗೆ ಅನುವಾದ :
भूगोल में पृथ्वी पर पूर्व से पश्चिम गई हुई समान अन्तरवाली (काल्पनिक) रेखा।
वह भौगोलिक मानचित्र में अक्षांश रेखा की स्थिति देख रहा है।An imaginary line around the Earth parallel to the equator.
latitude, line of latitude, parallel, parallel of latitude