ಅರ್ಥ : ଶବ୍ଦର ଯେଉଁ ଅଂଶଟି ଶ୍ୱାସର ଗୋଟିଏ ସ୍ପନ୍ଦନରେ ଉଚ୍ଚାରିତ ହୁଏ
ಉದಾಹರಣೆ :
ରାମ ଶବ୍ଦରେ ଦୁଇଟି ଅକ୍ଷର ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବର୍ଣ୍ଣମାଳାର କୌଣସି ସ୍ୱର ବା ବ୍ୟଞ୍ଜନ ବର୍ଣ୍ଣ
ಉದಾಹರಣೆ :
ପାଠପଢ଼ା ଅକ୍ଷର ଜ୍ଞାନରୁ ଆରମ୍ଭ ହୋଇଥାଏ
ಸಮಾನಾರ್ಥಕ : ବର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
The conventional characters of the alphabet used to represent speech.
His grandmother taught him his letters.