ಅರ್ಥ : ନିମ୍ନ କୁଳରେ ଜନ୍ମଗ୍ରହଣ କରିଥିବା ଲୋକ
ಉದಾಹರಣೆ :
ସେ ଅହଂକାରବଶବର୍ତ୍ତୀ ହୋଇ ଅକୁଳୀନମାନଙ୍କୁ ହେୟ ଦୃଷ୍ଟିରେ ଦେଖନ୍ତି
ಸಮಾನಾರ್ಥಕ : ଅକୁଳୀନ ବ୍ୟକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
निम्न कुल में जन्मा व्यक्ति।
वह अहंकारवश अकुलीनों को हेय दृष्टि से देखता है।ಅರ್ಥ : ଯେ ଛୋଟ,ନୀଚ ବା ତୁଚ୍ଛ କୁଳ ବା ବଂଶର ହୋଇଥାଏ
ಉದಾಹರಣೆ :
ଏବେ ବି କିଛି ରୁଢ଼ିବାଦୀ ବ୍ରାହ୍ମଣ ଅକୁଳୀନ ବ୍ୟକ୍ତିଙ୍କ ଠାରୁ ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ
ಸಮಾನಾರ್ಥಕ : ଛୋଟଜାତି, ନିମ୍ନ ବଂଶୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
जो छोटे,नीच या तुच्छ कुल या वंश का हो।
आज भी कुछ रूढ़िवादी ब्राह्मण अकुलीन व्यक्तियों के यहाँ पानी तक पीना पसंद नहीं करते।