ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବିନା ବାଧାରେ
ಉದಾಹರಣೆ : ସେ ଖାଲଢିପପୂର୍ଣ୍ଣ ଜଙ୍ଗଲକୁ ନିର୍ବାଧରେ ପାରି ହୋଇଗଲେ
ಸಮಾನಾರ್ಥಕ : ନିର୍ବାଧ, ନିର୍ବିଘ୍ନ, ବାଧାରହିତ, ବାଧାହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बिना बाधा के।
In a free manner.
ಅರ್ಥ : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
ಉದಾಹರಣೆ : ଏହି ରାସ୍ତା ଅବରୋଧହୀନ
ಸಮಾನಾರ್ಥಕ : ଅବରୋଧହୀନ, ଅବାଧ, ନିର୍ବାଦ, ନିର୍ବିଘ୍ନ, ନିଷ୍କଣ୍ଟକ, ବାଧାହୀନ
जिसमें अवरोध न हो या बिना अवरोध का।
Freed of obstructions.
ಅರ್ಥ : ଯେଉଁଥିରେ କଣ୍ଟା ନାହିଁ
ಉದಾಹರಣೆ : ଏହା କଣ୍ଟକହୀନ ବୁଦାଳିଆ ଗଛ
ಸಮಾನಾರ್ಥಕ : କଣ୍ଟକହୀନ
जिसमें काँटा न हो।
Lacking thorns.
ಸ್ಥಾಪನೆ