ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଅଂଶୀଦାର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଅଂଶୀଦାର   ବିଶେଷ୍ୟ

ಅರ್ಥ : କୌଣସି ସମ୍ପତ୍ତିର ଅଧା ଭାଗର ମାଲିକ

ಉದಾಹರಣೆ : ଅଂଶୀଦାର ଏ ପର୍ଯ୍ୟନ୍ତ ନିଜ ଭାଗ ନେବା ପାଇଁ ଆସିନାହିଁ

ಸಮಾನಾರ್ಥಕ : ଭାଗୀଦାର


ಇತರ ಭಾಷೆಗಳಿಗೆ ಅನುವಾದ :

किसी सम्पत्ति के आधे भाग का स्वामी।

अधियार अभी तक अपना हिस्सा लेने नहीं आया !।
अधियार

ಅರ್ಥ : ମିଳିମିଶି ଖେଳୁଥିବା ଖେଳରେ ନିଜ ସାଙ୍ଗରେ ଖେଳୁଥିବା ଖେଳାଳି

ಉದಾಹರಣೆ : ତାସ ଖେଳିବା ସମୟରେ ମୋ ସ୍ୱାମୀ ମୋର ଗୁଇଁ ହୁଅନ୍ତି

ಸಮಾನಾರ್ಥಕ : ଗୁଇଁ, ଭାଗୀଦାର, ଯୋଡ଼ିଦାର, ସଙ୍ଗୀ


ಇತರ ಭಾಷೆಗಳಿಗೆ ಅನುವಾದ :

एक साथ मिलकर खेलनेवाले खेल में अपनी ओर से खेलनेवाला खिलाड़ी।

ताश खेलते समय मेरे पति मेरे गुइयाँ होते हैं।
इस खेल में रमेश मेरा गुइयाँ रहेगा।
गुइयाँ, गोइयाँ, जोड़ीदार, पिट्ठू

ಅರ್ಥ : କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି

ಉದಾಹರಣೆ : ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି

ಸಮಾನಾರ್ಥಕ : ଭାଗୀଦାର, ସହଭାଗୀ


ಇತರ ಭಾಷೆಗಳಿಗೆ ಅನುವಾದ :

किसी काम या रोजगार आदि में साझा रखनेवाला व्यक्ति।

इस व्यापार को करने के लिए मुझे एक साझेदार की आवश्यकता है।
अंशक, अंशी, पट्टीदार, बखरी, बखरैत, बख़री, बख़रैत, भागीदार, शरीक, सहभागी, साझी, साझीदार, साझेदार, हिस्सेदार

A person who is a member of a partnership.

partner

ಅರ್ಥ : କୌଣସି ଅଂଶ ବା ଭାଗର ମାଲିକ

ಉದಾಹರಣೆ : ସୋହନ ଏହି କମ୍ପାନୀର ଜଣେ ଅଂଶୀଦାର

ಸಮಾನಾರ್ಥಕ : ଭାଗୀଦାର


ಇತರ ಭಾಷೆಗಳಿಗೆ ಅನುವಾದ :

किसी अंश या हिस्से का मालिक।

सोहन इस कंपनी में एक अंशधर है।
अंशधर, अंशधारी, अंशी, भागाधिकारी

Someone who holds shares of stock in a corporation.

shareholder, shareowner, stockholder