ಅರ್ಥ : ହୋଲିର ଦିନକ ଆଗରୁ ଜଳାଯାଉଥିବା କାଠଗଦା ଆଦି
ಉದಾಹರಣೆ :
ହୋଲି ଜଳାଇବାପାଇଁ ଗାଁର ସବୁଲୋକ ଏକାଠି ହୋଇଗଲେ
ಸಮಾನಾರ್ಥಕ : ହୋଲିକା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରଙ୍ଗୋତ୍ସବ ବା ହୋଲି ପାଳନ କରାଯାଉଥିବା ଦିନ
ಉದಾಹರಣೆ :
ହୋଲିରେ ଭଗବାନଙ୍କୁ ପୂଜାକରି ମାତା-ପିତାଙ୍କର ଆଶୀର୍ବାଦ ନେବା ଉଚିତ
ಅರ್ಥ : ଫାଲଗୁନ ପୂର୍ଣ୍ଣିମାରେ ହେଉଥିବା ହିନ୍ଦୁମାନଙ୍କର ଏକ ଉତ୍ସବ ଯେଉଁଥିରେ ନିଆଁ ଜଳାଯାଏ ଏବଂ ତା ପରଦିନ ଜଣେ ଅନ୍ୟ ଉପରେ ରଙ୍ଗ, ଅବିର ଆଦି ଫିଙ୍ଗନ୍ତି
ಉದಾಹರಣೆ :
ଭାରତରେ ହୋଲି ଧୁମଧାମରେ ପାଳିତ ହୁଏ
ಸಮಾನಾರ್ಥಕ : ହୋରି
ಇತರ ಭಾಷೆಗಳಿಗೆ ಅನುವಾದ :
हिंदुओं का एक प्रसिद्ध त्योहार जिसमें फाल्गुन की पूर्णिमा की रात को आग जलाते हैं तथा दूसरे दिन एक-दूसरे पर रंग, अबीर, आदि छिड़कते हैं।
भारत में होली धूमधाम से मनाई जाती है।A day or period of time set aside for feasting and celebration.
festivalಅರ್ಥ : ଯେଉଁ ହିନ୍ଦୁ ପର୍ବରେ ହୋଲି ଜଳିବାର ଦ୍ବିତୀୟ ଦିନ ଚୈତ ବଦୀ ଜଣଙ୍କୁ ହୁଏ ଏବଂ ଯେଉଁଥିରେ ସକାଳେ ଲୋକମାନେ ପରସ୍ପର ଉପରକୁ କାଦୁଅ, ଧୁଳି ଏବଂ ସଂଦ୍ଧ୍ୟାବେଳେ ଅବିର ଫିଙ୍ଗାଫିଙ୍ଗି ହୁଅନ୍ତି
ಉದಾಹರಣೆ :
ହୋଲିଦିନ ଲୋକେ ପୁରୁଣା ଶତ୍ରୁତାକୁ ଭୁଲି ବାହୁରେ ଆଲିଙ୍ଗନ ହୁଅନ୍ତି
ಸಮಾನಾರ್ಥಕ : ରଙ୍ଗପର୍ବ, ରଙ୍ଗୋତ୍ସବ
ಇತರ ಭಾಷೆಗಳಿಗೆ ಅನುವಾದ :
A day or period of time set aside for feasting and celebration.
festival