ಅರ್ಥ : ଯାହାର ହୃଦୟ କୋମଳ
ಉದಾಹರಣೆ :
ହୃଦୟବାନ ବ୍ୟକ୍ତିମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ
ಸಮಾನಾರ್ಥಕ : କୋମଳଚିତ୍ତ, କୋମଳହୃଦୟ
ಇತರ ಭಾಷೆಗಳಿಗೆ ಅನುವಾದ :
Having or proceeding from an innately kind disposition.
A generous and kindhearted teacher.ಅರ್ಥ : ଯିଏ ଉତ୍ତମ ମନୋବୃତ୍ତିଧାରୀ
ಉದಾಹರಣೆ :
ସଦାଚାର ଲୋକ କାହାର ମନ୍ଦ ଚିନ୍ତା କରନ୍ତି ନାହିଁ
ಸಮಾನಾರ್ಥಕ : ଭଲମନୋବୃତ୍ତି, ସଦାଚାର
ಇತರ ಭಾಷೆಗಳಿಗೆ ಅನುವಾದ :
Marked by good intentions though often producing unfortunate results.
A well-intentioned but clumsy waiter.ಅರ್ಥ : ଯାହାର ହୃଦୟ ବଡ଼
ಉದಾಹರಣೆ :
ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ
ಸಮಾನಾರ್ಥಕ : ଉଦାର, ଉଦାରଚିତ୍ତ, ଉଦାରମନା, ବିଶାଳହୃଦୟ
ಇತರ ಭಾಷೆಗಳಿಗೆ ಅನುವಾದ :
Generous and understanding and tolerant.
A heart big enough to hold no grudges.