ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଧାତୁ ତିଆରି ଜଞ୍ଜିର
ಉದಾಹರಣೆ : କବାଟର ଜଞ୍ଜିର ଲଗେଇକି ଯିବ
ಸಮಾನಾರ್ಥಕ : କିଳିଣି, ଜଞ୍ଜିର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
धातु का कुंडा।
ಅರ್ಥ : ଦ୍ୱାରର ଚୌକାଠ ବା ବନ୍ଧରେ ଲାଗିଥିବା ଗୋଲାକାର ବସ୍ତୁ ଯେଉଁଥିରେ ଶିକୁଳି ଲଗାଯାଏ
ಉದಾಹರಣೆ : କବାଟ ବନ୍ଦ କରିବାପାଇଁ ସୀତା ଶିକୁଳିକୁ କୁନ୍ଦାରେ ଲଗେଇଦେଲା
ಸಮಾನಾರ್ಥಕ : କୁନ୍ଦା, କୁହୁଣ୍ଡା, ସୋରିଷିଆ
दरवाजे की चौखट या पल्ले में लगी हुई वह गोलनुमा वस्तु जिसमें साँकल अटकाई जाती है।
ಅರ್ಥ : ଲଙ୍ଗରର ଆଙ୍କୁଶ ବା ମୁନିଆ ଅଙ୍କୁଶଦାର ଭାଗ
ಉದಾಹರಣೆ : ଲଙ୍ଗର ପଡିବାମାତ୍ରେ ସୁପଡା ମାଟିରେ ପଶିଯାଏ
ಸಮಾನಾರ್ಥಕ : ସୁପଡା
लंगर का अँकुड़ा या नुकीला अँकुसीदार भाग।
ಸ್ಥಾಪನೆ