ಅರ್ಥ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
ಉದಾಹರಣೆ :
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ରାଗ
ಉದಾಹರಣೆ :
ଗାୟକ ହିଡୋଲ ରାଗ ଗାଇବାରେ ମସ୍ତ ଅଛନ୍ତି
ಸಮಾನಾರ್ಥಕ : ହିଡୋଲ, ହିଡୋଲ ରାଗ, ହିଲ୍ଲୋଳ ରାଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ରତିବନ୍ଧ
ಉದಾಹರಣೆ :
କାମଶାସ୍ତ୍ରରେ ହିଲ୍ଲୋଳର ବର୍ଣ୍ଣନା ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :