ಅರ್ಥ : ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ
ಉದಾಹರಣೆ :
ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ ଠିକ୍ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ
ಸಮಾನಾರ್ಥಕ : ଉପଯୋଗୀ, ଗୁଣକାରୀ, ଲାଭକର, ଲାଭକାରକ, ଲାଭଜନକ, ଲାଭଦାୟକ, ଲାଭପ୍ରଦ
ಇತರ ಭಾಷೆಗಳಿಗೆ ಅನುವಾದ :
Giving an advantage.
A contract advantageous to our country.ಅರ್ಥ : କଲ୍ୟାଣ କରିବାବାଲା
ಉದಾಹರಣೆ :
ସନ୍ଥମାନଙ୍କର ଉପଦେଶ କଲ୍ୟାଣକାରୀ ହୋଇଥାଏ
ಸಮಾನಾರ್ಥಕ : କଲ୍ୟାଣକାରୀ, କଲ୍ୟାଣପ୍ରଦ, କଲ୍ୟାଣମୟ, ମଙ୍ଗଳକାରକ, ମଙ୍ଗଳକାରୀ, ମଙ୍ଗଳଦାୟକ, ମଙ୍ଗଳପ୍ରଦ, ହିତକାରକ
ಇತರ ಭಾಷೆಗಳಿಗೆ ಅನುವಾದ :
Auguring favorable circumstances and good luck.
An auspicious beginning for the campaign.