ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ಉದಾಹರಣೆ : କାହାରି କ୍ଷତି କରନାହିଁ
ಸಮಾನಾರ್ಥಕ : ଅକଲ୍ୟାଣ, ଅପକାର, ଅମଙ୍ଗଳ, ଅହିତ, କ୍ଷତି, ନୋକସାନ, ଲୋକସାନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
उपकार के विपरीत काम या अनुचित या बुरा काम।
A damage or loss.
ಅರ್ಥ : କୌଣସି ବେପାରଆଦିରେ ହେଉଥିବା କ୍ଷତି
ಉದಾಹರಣೆ : ଏହି ବେପାରରେ ମୋର ଖାଲି କ୍ଷତି ହେଲା
ಸಮಾನಾರ್ಥಕ : କ୍ଷତି, ଘାଟା, ଲୋକସାନ
किसी लेन-देन, व्यापार आदि में होने वाली आर्थिक कमी।
Gradual decline in amount or activity.
ಅರ್ಥ : ଖରାପ ବା କଷ୍ଟକର ହୋଇଥିବା ପରିଣାମ
ಉದಾಹರಣೆ : ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
ಸಮಾನಾರ್ಥಕ : କ୍ଷତି
बुरा या तकलीफ के रूप में होने वाला परिणाम।
The occurrence of a change for the worse.
ಅರ್ಥ : କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
ಉದಾಹರಣೆ : ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ
ಸಮಾನಾರ್ಥಕ : ଅନିଷ୍ଟ, କ୍ଷତି, କ୍ଷୟ, ଲୋକସାନି
किसी मूर्त या अमूर्त चीज के खोने, खराब या क्षीण होने अथवा किसी के द्वारा नष्ट किए जाने पर होने वाली हानि।
ಸ್ಥಾಪನೆ