ಅರ್ಥ : ପୂର୍ବ ସୂଚନା ନଦେଇ ଏକାଏକା ଆସିଯିବା ବା ଅବାଞ୍ଛିତ ରୂପରେ ଆସି ପହଞ୍ଚିଯିବା
ಉದಾಹರಣೆ :
ବର୍ତ୍ତମାନ ଆମେ ସପରିବାର ଗୋଆ ଯିବାର କାର୍ଯ୍ୟକ୍ରମ କରୁଥିଲୁ, ହଠାତ୍ ଦିଲ୍ଲୀବାସୀ ମାଉସୀ ଆସି ପହଞ୍ଚିଗଲେ
ಸಮಾನಾರ್ಥಕ : ଅଚାନକ ଆସିବା, ସହସା ଆସିବା
ಇತರ ಭಾಷೆಗಳಿಗೆ ಅನುವಾದ :