ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ହଂସ ଭଳି ସୁନ୍ଦର ଭାବେ ଚାଲୁଥିବା ସ୍ତ୍ରୀ
ಉದಾಹರಣೆ : ମଞ୍ଚ ଉପରେ ଜଣେ ହଂସଗାମିନୀ ତାଙ୍କର ଅଭିନୟ ପ୍ରଦର୍ଶନକରି ଦର୍ଶକମାନଙ୍କୁ ମୋହିତ କରୁଥିଲେ
ಸಮಾನಾರ್ಥಕ : ହଂସଗମନା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
हंस जैसी सुंदर चाल चलनेवाली स्त्री।
ಅರ್ಥ : ହଂସ ଭଳି ସୁନ୍ଦର ଗତିରେ ଚାଲିବା ସ୍ତ୍ରୀ ଲୋକ
ಉದಾಹರಣೆ : ମଞ୍ଚ ଉପରେ ଜଣେ ହଂସଗାମିନୀ ନାୟିକା ନିଜର ସୁନ୍ଦର ଠାଣିରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଥିଲା
ಸಮಾನಾರ್ಥಕ : ମରାଳଗମନା, ହଂସଗମନା
हंस जैसी सुंदर चाल चलनेवाली।
ಸ್ಥಾಪನೆ