ಅರ್ಥ : ସହମତ ହେବା
ಉದಾಹರಣೆ :
ମୁଁ ଆପଣଙ୍କ କଥା ମାନୁଛି
ಸಮಾನಾರ್ಥಕ : ମାନିବା, ରାଜି ହେବା, ସମ୍ମତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
सहमत होना।
मैं आपकी बात मानता हूँ।ಅರ್ಥ : ପରୀକ୍ଷା ବା ପ୍ରମାଣପାଇଁ ସ୍ୱୀକାର କରିବା
ಉದಾಹರಣೆ :
ନ୍ୟାୟାଳୟ ଆପଣଙ୍କ ମିଥ୍ୟା ତର୍କକୁ ସ୍ୱୀକାର କରିବନାହିଁ
ಸಮಾನಾರ್ಥಕ : ଗ୍ରହଣ କରିବା, ମାନିନେବା
ಇತರ ಭಾಷೆಗಳಿಗೆ ಅನುವಾದ :
* परीक्षण या प्रमाण के लिए स्वीकार करना।
न्यायालय आपके झूठे तर्कों को नहीं स्वीकारेगा।ಅರ್ಥ : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
ಉದಾಹರಣೆ :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
ಸಮಾನಾರ್ಥಕ : ଗ୍ରହଣ କରିବା, ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।