ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଆପଣା କୁଳର ଲୋକ
ಉದಾಹರಣೆ : ସ୍ୱଜନ କଲ୍ୟାଣ ଭାବନାରେ କାମ କରିବା ସମାଜର ହିତରେ ନୁହେଁ
ಸಮಾನಾರ್ಥಕ : କୁଟୁମ୍ବୀ, ପରିଜନ, ଭାଇବନ୍ଧୁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अपने कुल के लोग।
ಅರ್ಥ : ଯାହାର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ବା ସଂପର୍କ ଥାଏ
ಉದಾಹರಣೆ : ଆତ୍ମୀୟଙ୍କଠାରୁ କଣ ଲୁଚେଇବି, ଆପଣ ତ ସବୁ ଜାଣନ୍ତି
ಸಮಾನಾರ್ಥಕ : ଆତ୍ମୀୟ, ଜ୍ଞାତି
वह जिसका अपने से संबंध या नाता हो।
ಅರ್ಥ : ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ಉದಾಹರಣೆ : ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ಸಮಾನಾರ್ಥಕ : ବାନ୍ଧବ, ସଂପର୍କୀୟ, ସମ୍ପର୍କୀୟ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह व्यक्ति जिससे कोई रिश्ता हो।
A person related by blood or marriage.
ಸ್ಥಾಪನೆ