ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
ಉದಾಹರಣೆ : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
ಸಮಾನಾರ್ಥಕ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो गिर या ढह गया हो।
Torn down and broken up.
ಅರ್ಥ : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର
ಉದಾಹರಣೆ : ସେ ନିଜ ମାର୍ଗରେ ବିଚଳିତ
ಸಮಾನಾರ್ಥಕ : ଅସ୍ଥିର, ବିଚଳିତ, ବିଚ୍ୟୁତ
अपने स्थान, प्रतिज्ञा, सिद्धान्त आदि से हटा हुआ।
Having the attention diverted especially because of anxiety.
ಅರ್ಥ : ଖସିପଡ଼ିଥିବା ବା ଗଡ଼ି ଆସି ଥିବା
ಉದಾಹರಣೆ : ପର୍ବତରୁ ସ୍ଖଳିତ ଭୂଖଣ୍ଡଦ୍ୱାରା ଏହି ପାହାଡ଼ିଆ ରାସ୍ତା ବନ୍ଦ ହୋଇଯାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
खिसका या फिसला हुआ।
ಸ್ಥಾಪನೆ