ಅರ್ಥ : ଏକ୍କା, ବଳଦ ଗାଡି ଆଦିର ବମ ବା ଜୁଆଳିରେ ଥିବା କଣାରେ ଭର୍ତ୍ତି କରାଯାଉଥିବା ବାଡି
ಉದಾಹರಣೆ :
ଯୁଗ କୀଳକରେ ଯୋଚା ହୋଇଥିବା ପଶୁ ବନ୍ଧା ବା ଛନ୍ଦା ହୋଇଥାଆନ୍ତି ଯେଉଁ କାରଣରୁ ଗାଡି ଆଦିରେ ଯୋଚା ହୋଇଥିବା ପଶୁ ନିୟନ୍ତ୍ରଣରେ ରହନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସନ୍ୟାସିନୀ ବା ସନ୍ୟାସୀ ରହୁଥିବା ଛୋଟ ବଖରା
ಉದಾಹರಣೆ :
ସନ୍ୟାସିନୀ ସେଲର ବାହାରେ ବସି ଚିନ୍ତା କରୁଛନ୍ତି
ಸಮಾನಾರ್ಥಕ : ମଠ-କକ୍ଷ
ಇತರ ಭಾಷೆಗಳಿಗೆ ಅನುವಾದ :