ಅರ್ಥ : ଯେଉଁ ସଂସ୍ଥା ବା ଗୋଷ୍ଠୀ ସେବା ପ୍ରଦାନ କରନ୍ତି
ಉದಾಹರಣೆ :
ଆମ ସହରରେ ଏକ ନୂଆ ମୋବାଇଲ ସର୍ଭିସ ଖୋଲିଛି
ಸಮಾನಾರ್ಥಕ : ସର୍ଭିସ
ಇತರ ಭಾಷೆಗಳಿಗೆ ಅನುವಾದ :
वह संस्था या निकाय जो सेवा प्रदान करती है।
हमारे कस्बे में मोबाइल की एक नई सर्विस खुली है।A company or agency that performs a public service. Subject to government regulation.
serviceಅರ್ಥ : ଅନ୍ୟ ନିମନ୍ତେ କର୍ତବ୍ୟ ପାଳନ, ସ୍ଥାନର ବ୍ୟବସ୍ଥା ଓ ସହାୟକ ଉପକରଣ ଆଦି
ಉದಾಹರಣೆ :
ଏଠାକାର ହୋଟଲମାନଙ୍କରେ ଭଲ ସେବା ଉପଲବ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
दूसरों के लिए कर्तव्य का पालन, स्थान की व्यवस्था और सहायक उपकरण आदि।
यहाँ के होटलों में अच्छी सेवाएँ उपलब्ध हैं।Performance of duties or provision of space and equipment helpful to others.
The mayor tried to maintain city services.ಅರ್ಥ : ଗୁରୁଜନ, ପୂଜ୍ୟ, ସ୍ୱାମୀଆଦିଙ୍କୁ ସୁଖ ପହଞ୍ଚାଇବାପାଇଁ କରାଯାଉଥିବା କାମ
ಉದಾಹರಣೆ :
ସେ ଦିନରାତି ନିଜ ମାତାପିତାଙ୍କ ସେବାରେ ଲାଗିଥାଏ
ಸಮಾನಾರ್ಥಕ : ପରିଚର୍ଯ୍ୟା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରୋଗୀର ପରିଚର୍ଯ୍ୟା
ಉದಾಹರಣೆ :
ସେବିକା ବଡ଼ ଆଗ୍ରହରେ ରୋଗୀର ସେବାଶୁଶ୍ରୂଷା କଲା
ಸಮಾನಾರ್ಥಕ : ସେବାଶୁଶ୍ରୂଷା
ಇತರ ಭಾಷೆಗಳಿಗೆ ಅನುವಾದ :
The work of caring for the sick or injured or infirm.
nursingಅರ್ಥ : ଚାକରର କାମ
ಉದಾಹರಣೆ :
ଏହି ଘରର ସେବା ମୁଁ ଗଲା କୋଡ଼ିଏ ବର୍ଷହେଲା କରିଆସୁଅଛି
ಸಮಾನಾರ್ಥಕ : ଚାକିରି, ପରିଚର୍ଯ୍ୟା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାର୍ବଜନୀନ ବା ଯେଉଁ ସରକାରୀ କାର୍ଯ୍ୟ କୌଣସି ବିଶେଷ ବିଭାଗର ଦାୟିତ୍ୱରେ ଥାଏ
ಉದಾಹರಣೆ :
ଆଜିକାଲି ରେଳ ଓ ଉଡ଼ାଜାହାଜ ସେବା ଅଧିକ ସୁଗମ ହୋଇଗଲାଣି
ಇತರ ಭಾಷೆಗಳಿಗೆ ಅನುವಾದ :
सार्वजनिक या राजकीय कार्य जो किसी विशेष विभाग के जिम्मे होता है।
आजकल रेल और हवाई सेवाएँ अधिक सुगम हो गई हैं।Work done by one person or group that benefits another.
Budget separately for goods and services.ಅರ್ಥ : ଅନ୍ୟର ହିତ ବା ସୁବିଧା ନିମନ୍ତେ କୌଣସି ବ୍ୟକ୍ତି ବା ସମୂହ ଦ୍ବାରା କରାଯାଇଥିବା କାମ
ಉದಾಹರಣೆ :
ମୋବାଇଲ କମ୍ପାନୀଗୁଡିକ ନିଜର ଗ୍ରାହାକମାନଙ୍କ ନିମନ୍ତେ ଗୋଟିଏ ଅଦ୍ବିତୀୟ ସେବା ଆରମ୍ଭ କରିଛନ୍ତି
ಸಮಾನಾರ್ಥಕ : ସର୍ଭିସ୍
ಇತರ ಭಾಷೆಗಳಿಗೆ ಅನುವಾದ :
Work done by one person or group that benefits another.
Budget separately for goods and services.