ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଜଳରଖିବାପାଇଁ ମାଟି, ଧାତୁଆଦିର ଏକ ପାତ୍ର ଯାହାର ବେକ ଲମ୍ବା ଏବଂ ପତଳା
ಉದಾಹರಣೆ : ଗରମରେ ବି ସୁରେଇର ପାଣି ଥଣ୍ଡା ରହିଥାଏ
ಸಮಾನಾರ್ಥಕ : ସୁରାଇ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जल रखने का मिट्टी, धातु आदि का एक पात्र जिसकी गर्दन बड़ी और पतली होती है।
ಅರ್ಥ : ମାଟିରେ ତିଆରି ଘଡ଼ି
ಉದಾಹರಣೆ : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
ಸಮಾನಾರ್ಥಕ : ମାଠିଆ
मिट्टी का घड़ा।
ಅರ್ಥ : ମାଟିରେ ତିଆରି ଏକ ପ୍ରକାର ମାଠିଆ
ಉದಾಹರಣೆ : କୁମ୍ଭାର ଚକ ଉପରେ ସୁରେଇ ତିଆରି କରୁଛି
मिट्टी का बना एक प्रकार का घड़ा।
ಅರ್ಥ : ପାଣି ରଖିବା ନିମନ୍ତେ ଏକ ପ୍ରକାର ମାଟି ପାତ୍ର
ಉದಾಹರಣೆ : ଗରମ ଦିନରେ ବି ସୁରେଇର ପାଣି ଥଣ୍ଡା ରହେ
पानी रखने का एक प्रकार का मिट्टी का बरतन।
ಅರ್ಥ : ପାଣି ରଖିବା ନିମନ୍ତେ ମାଟିରେ ପ୍ରସ୍ତୁତ ଏକ ଛୋଟ ପାତ୍ର
ಉದಾಹರಣೆ : ଯାତ୍ରୀ ଜଣକ ସୁରେଇରୁ ପାଣି ବାହାରକରି ସହଯାତ୍ରୀଙ୍କୁ ଦେଲେ
पानी रखने का मिट्टी का एक छोटा बरतन।
ಸ್ಥಾಪನೆ