ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ରସହୀନ ବା ବଳକା ଜିନିଷ
ಉದಾಹರಣೆ : ଆମର ସିଠା ଦରକାର ନାହିଁ
ಸಮಾನಾರ್ಥಕ : ବଳକା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
फीकी या बची-खुची चीज।
A small part or portion that remains after the main part no longer exists.
ಅರ್ಥ : ଚୋଷା ହୋଇ ବା ରସ ବାହାର କରା ଯାଇଥିବା ଫଳ ଆଦିର ନିରସ ଅଂଶ
ಉದಾಹರಣೆ : ଆଖୁ ସିଠା ଉପରେ ମାଛି ଭଣଭଣ ହେଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
चूसे हुए या रस निकाले हुए फल आदि का निरस अंश।
ಅರ್ಥ : ଯେଉଁ ବସ୍ତୁରେ କିଛି ସାର ନାହିଁ
ಉದಾಹರಣೆ : ସାରହୀନ ବସ୍ତୁଗୁଡିକୁ ଫିଙ୍ଗି ଦେବା ଦରକାର
ಸಮಾನಾರ್ಥಕ : ସାରହୀନ ପଦାର୍ଥ, ସାରହୀନ ବସ୍ତୁ
ऐसी वस्तु जिसमें कोई सार न हो।
ಸ್ಥಾಪನೆ