ಅರ್ಥ : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ
ಉದಾಹರಣೆ :
ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି
ಸಮಾನಾರ್ಥಕ : କଣ୍ଠିରବ, କେଶରୀ, ନଖୀ, ବିକ୍ରନ୍ତ, ଭୀମବିକ୍ରମ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଙ୍ଘୀ, ସୁର, ହେମାଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
बिल्ली के वर्ग में सबसे अधिक बलवान हिंसक जंगली जन्तु जिसके नर की गर्दन पर बड़े-बड़े बाल होते हैं।
गिर के जंगल में सिंह हैं।Large gregarious predatory feline of Africa and India having a tawny coat with a shaggy mane in the male.
king of beasts, lion, panthera leoಅರ್ಥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ସିଂହରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ସିଂହରାଶିରେ ଥାଏ
ಉದಾಹರಣೆ :
ସିଂହରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଲାଭଦାୟକ
ಸಮಾನಾರ್ಥಕ : ସିଂହରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य सिंहराशि में हो।
सिंहराशिवालों के लिए यह वर्ष लाभकारी है।ಅರ್ಥ : ଏକ ରାଗ
ಉದಾಹರಣೆ :
ସଙ୍ଗୀତଜ୍ଞ ମହାଶୟ ସିଂହ ରାଗର ବିଶେଷ ଗୁଣ ସମ୍ପର୍କରେ କହୁଥିଲେ
ಸಮಾನಾರ್ಥಕ : ସିଂହ ରାଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପଞ୍ଚମ ରାଶି ଯେଉଁଥିରେ ସମ୍ପୂର୍ଣ୍ଣ ମଘା, ପୂର୍ବା ଫାଲ୍ଗୁନୀ ତଥା ଉତ୍ତରା ଫାଲ୍ଗୁନୀର ପ୍ରଥମ ପାଦ ଅଛି
ಉದಾಹರಣೆ :
ଏବେ ସୂର୍ଯ୍ୟ ସିଂହରେ ଅଛନ୍ତି
ಸಮಾನಾರ್ಥಕ : ସିଂହରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
ज्योतिष में बारह राशियों में से पाँचवी राशि, जिसमें पूरा मघा, पूर्वा फाल्गुनी तथा उत्तरा फाल्गुनी का प्रथम पाद है।
इस समय सूर्य सिंह में है।The fifth sign of the zodiac. The sun is in this sign from about July 23 to August 22.
leo, leo the lion, lion