ಅರ್ಥ : ଛପ୍ପୟ ଛନ୍ଦର ଷଡବିଂଶତତମ ପ୍ରକାର
ಉದಾಹರಣೆ :
କବି ସାରଙ୍ଗରେ ଏକ ଆଶୁ ରଚନା କଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ପ୍ରକାର ବଡ଼ ହରିଣ ଯାହାର ମୁଣ୍ଡରେ ଦେଖାଯାଉଥିବା ଦୁଇ ଶିଙ୍ଗରେ ଅନେକ ଶାଖା ବାହାରିଥାଏ
ಉದಾಹರಣೆ :
ଶ୍ୟାମ ଚିଡ଼ିଆଖାନାରେ ସାରଙ୍ଗକୁ ବାଦାମ ଖୁଆଉଥିଲା
ಸಮಾನಾರ್ಥಕ : ବାରସିଙ୍ଘା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମ୍ପୂର୍ଣ୍ଣ ଜାତିର ଏକ ରାଗ
ಉದಾಹರಣೆ :
ସାରଙ୍ଗ ରାଗରେ ସମସ୍ତ ଶୁଦ୍ଧ ସ୍ୱର ଥାଏ
ಸಮಾನಾರ್ಥಕ : ସାରଙ୍ଗ ରାଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚାରିଟି ତଗଣ ଥିବା ଏକ ପ୍ରକାର ଛନ୍ଦ
ಉದಾಹರಣೆ :
ଏହି ପଦ୍ୟ ସାରଙ୍ଗଛନ୍ଦର ଉଦାହରଣ
ಸಮಾನಾರ್ಥಕ : ସାରଙ୍ଗଛଂଦ, ସାରଙ୍ଗଛନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
एक प्रकार का छंद जिसमें चार तगण होते हैं।
यह पद्य सारंग का उदाहरण है।