ಅರ್ಥ : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
ಉದಾಹರಣೆ :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ಸಮಾನಾರ್ಥಕ : ଅନୁବନ୍ଧ, ନିଷ୍ପତ୍ତି, ବୁଝାମଣା, ରାଜିନାମା
ಇತರ ಭಾಷೆಗಳಿಗೆ ಅನುವಾದ :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.ಅರ್ಥ : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
ಉದಾಹರಣೆ :
ରାହୁଲ ସର୍ତ୍ତ ଜିତିଗଲା
ಸಮಾನಾರ್ಥಕ : ବାଜି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲେଖ୍ୟ ବା ଠିକା ଆଦିର ସର୍ତ୍ତ
ಉದಾಹರಣೆ :
ସର୍ତ୍ତ ଉଲଙ୍ଘନ କଲେ ଜୋରିମାନା ଦେବାକୁ ହେବ
ಸಮಾನಾರ್ಥಕ : ଚୁକ୍ତି, ଚୁକ୍ତିପତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏହି ପତ୍ର ଯେଉଁଥିରେ କୌଣସି ପ୍ରକାର ଚୁକ୍ତି ଓ ସର୍ତ୍ତ ଲେଖାଯାଇଥାଏ
ಉದಾಹರಣೆ :
ଦୁଇ ଦଳ ଚୁକ୍ତିନାମାରେ ହସ୍ତାକ୍ଷର କରିଦେଇଛନ୍ତି
ಸಮಾನಾರ್ಥಕ : ଏଗ୍ରିମେଣ୍ଟ, ଚୁକ୍ତିପତ୍ର, ରାଜିନାମା
ಇತರ ಭಾಷೆಗಳಿಗೆ ಅನುವಾದ :
वह पत्र जिसपर किसी प्रकार का इक़रार और उसकी शर्तें लिखी हों।
दोनों दलों ने इक़रारनामे पर हस्ताक्षर कर दिए हैं।A binding agreement between two or more persons that is enforceable by law.
contractಅರ್ಥ : କୌଣସି ନିଶ୍ଚୟ, ବିଦ୍ଧିଆଦିରେ ଆସୁଥିବା କଠିନତାରୁ ରକ୍ଷାପାଇବାପାଇଁ ବାହାର କରାଯାଉଥିବା ମାର୍ଗ ବା ନିଶ୍ଚିତ କରାଯାଉଥିବା ବିଧାନ
ಉದಾಹರಣೆ :
ସରକାର ଏହି ସର୍ତ୍ତ ରଖିଛନ୍ତି ଯେ ଅଧିକ ମାତ୍ରାରେ ଚିନି ଉତ୍ପାଦନ କରୁଥିବା ରାଜ୍ୟକୁ ହିଁ ଏହି ସୁବିଧା ଦିଆଯିବ
ಸಮಾನಾರ್ಥಕ : ପ୍ରତିବନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :