ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବିଶେଷକରି ପ୍ରାକୃତିକ ଏବଂ ଲମ୍ବା ଚୌଡ଼ା ଜଳାଶୟ
ಉದಾಹರಣೆ : ସେ ଜଳାଶୟରେ ଗାଧୋଉଛି
ಸಮಾನಾರ್ಥಕ : ଜଳାଶୟ, ସରୋବର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
लम्बा-चौड़ा जलाशय विशेषकर प्राकृतिक।
A body of (usually fresh) water surrounded by land.
ಅರ್ಥ : ଅଧିକ ସମୟ ପର୍ଯ୍ୟନ୍ତ ଗରମ କରାଯାଉଥିବା ଦୁଧ ଉପରେ ଜମା ହେଉଥିବା ସାର ଅଂଶ
ಉದಾಹರಣೆ : ବିଲେଇ ସବୁ ସର ଖାଇ ଗଲା
ಸಮಾನಾರ್ಥಕ : ମଲେଇ
देर तक गरम किए हुए दूध के ऊपर जमा हुआ सार भाग।
The part of milk containing the butterfat.
ಅರ್ಥ : ଯେଊଁ ଗଡ଼ିଆ ବା ଜଳଭଣ୍ଡାରର ଆକାର ଛୋଟ
ಉದಾಹರಣೆ : ସେ ପୋଖରୀରୁ ମାଛ ଧରୁଛି
ಸಮಾನಾರ್ಥಕ : ପୁଷ୍କରିଣୀ, ପୋଖରୀ, ସରସୀ, ସରୋବର
वह तालाब या पोखर जो आकार में छोटा हो।
A small lake.
ಅರ್ಥ : କ୍ଷୀର କିମ୍ବା ଦହି ଉପରେ ଜମୁଥିବା ସ୍ତର
ಉದಾಹರಣೆ : ଗରମ କ୍ଷୀର ଉପରେ ମୋଟା ସର ପଡ଼ିଛି
ಸ್ಥಾಪನೆ