ಅರ್ಥ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା
ಉದಾಹರಣೆ :
ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି
ಸಮಾನಾರ್ಥಕ : ଅନୁରୂପତା, ସମତା, ସମତୁଲ୍ୟତା, ସମରୂପତା, ସାଦୃଶ୍ୟ, ସାଦୃଶ୍ୟତା
ಇತರ ಭಾಷೆಗಳಿಗೆ ಅನುವಾದ :
The quality of being similar or comparable in kind or nature.
There is a remarkable homogeneity between the two companies.