ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଜାତୀୟ ବା ସାଂସ୍କୃତିକ ବା ଧାର୍ମିକ ବିଶେଷତା ଥିବା ଲୋକସମୂହ
ಉದಾಹರಣೆ : ବୈଦିକ ହିନ୍ଦୁ ସମାଜରେ ଅନେକ ଦେବତାଙ୍କୁ ପୂଜା କରିଥାନ୍ତି
ಸಮಾನಾರ್ಥಕ : ସମୁଦାୟବର୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
लोगों का वह समूह जिनका जातीय या सांस्कृतिक या धार्मिक विशिष्टता सामूहिक या एक ही हो।
ಅರ್ಥ : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
ಉದಾಹರಣೆ : ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
ಸಮಾನಾರ್ಥಕ : ବର୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी विशिष्ट उद्देश्य से स्थापित की हुई सभा।
A group of people living in a particular local area.
ಅರ್ಥ : ଗୋଟିଏ ଜାଗାରେ ରହିବା କିମ୍ବା ଗୋଟିଏ ପ୍ରକାରର କାମ କରିବା ଲୋକମାନଙ୍କର ଦଳ, ବର୍ଗ, ବା ସମୂହ
ಉದಾಹರಣೆ : ସମାଜର ନିୟମାନୁସାରେ କାମ କରିବା ଉଚିତ
एक जगह रहनेवाले या एक ही प्रकार का काम करनेवाले लोगों का दल, वर्ग या समूह।
An extended social group having a distinctive cultural and economic organization.
ಸ್ಥಾಪನೆ