ಅರ್ಥ : ସଫେଦା ଆମ୍ବର ଗଛ
ಉದಾಹರಣೆ :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
ಸಮಾನಾರ್ಥಕ : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
ಇತರ ಭಾಷೆಗಳಿಗೆ ಅನುವಾದ :
Large evergreen tropical tree cultivated for its large oval fruit.
mangifera indica, mango, mango treeಅರ್ಥ : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
ಉದಾಹರಣೆ :
ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
ಸಮಾನಾರ್ಥಕ : ଗଂଧ ସଫେଦା, ଗନ୍ଧ ସଫେଦା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
ಉದಾಹರಣೆ :
ବୈଦ୍ୟ ବଜାରରୁ ସଫେଦା ମଗାଇଲେ
ಸಮಾನಾರ್ಥಕ : ଦସ୍ତାଗୁଣ୍ଡ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
ಉದಾಹರಣೆ :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
ಸಮಾನಾರ್ಥಕ : ପୁଣ୍ଡରୀକ, ସଫେଦା ଆମ୍ବ
ಇತರ ಭಾಷೆಗಳಿಗೆ ಅನುವಾದ :
Large oval tropical fruit having smooth skin, juicy aromatic pulp, and a large hairy seed.
mango