ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସମସ୍ଥଙ୍କ ସହିତ ଭଲ, ପ୍ରିୟ ଓ ଉଚିତ୍ ବ୍ୟବହାର କରୁଥିବା ବ୍ୟକ୍ତି
ಉದಾಹರಣೆ : ସଜ୍ଜନମାନଙ୍କୁ ଆଦର କର
ಸಮಾನಾರ್ಥಕ : ଭଲମଣିଷ, ସତ୍ପୁରୁଷ, ସାଧୁ, ସୁଜନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह व्यक्ति जो सबके साथ अच्छा,प्रिय और उचित व्यवहार करता है।
A man of refinement.
ಅರ್ಥ : ଚୋରି ବା ଛଳ କପଟ ନ କରିବା ବ୍ୟକ୍ତି
ಉದಾಹರಣೆ : ଆମେ ଯାହାକୁ ଭଦ୍ର ବୋଲି ଭାବୁଥିଲୁ ସେ ବଡ଼ ଚୋର ବୋଲି ଜଣାପଡ଼ିଲା
ಸಮಾನಾರ್ಥಕ : ଭଦ୍ର, ସାଧୁ
चोरी या छल-कपट न करनेवाला व्यक्ति।
ಅರ್ಥ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
ಉದಾಹರಣೆ : ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
ಸಮಾನಾರ್ಥಕ : ଭଦ୍ର, ଭଲ, ସୁଶୀଳ
जो सबके साथ अच्छा,उचित एवं प्रिय व्यवहार करता हो।
Having an easygoing and cheerful disposition.
ಸ್ಥಾಪನೆ