ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ସଚିବାଳୟ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ସଚିବାଳୟ   ବିଶେଷ୍ୟ

ಅರ್ಥ : ଏହି ଭବନ ଯେଉଁଥିରେ କୌଣସି ରାଜ୍ୟ,ପ୍ରାନ୍ତୀୟ ସରକାର ଅଥବା କୌଣସି ବଡ଼ ସଂସ୍ଥାର ସଚିବ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କର ପ୍ରଧାନ କାର୍ଯ୍ୟାଳୟ ଥାଏ

ಉದಾಹರಣೆ : ଅଶୋକ ସଚିବାଳୟରେ ସଚିବ


ಇತರ ಭಾಷೆಗಳಿಗೆ ಅನುವಾದ :

वह भवन जिसमें किसी राज्य, प्रांतीय सरकार अथवा किसी बड़ी संस्था के सचिवों, मंत्रियों और विभागीय अधिकारियों के प्रधान कार्यालय हों।

अशोक सचिवालय में सचिव है।
सचिवालय

ಅರ್ಥ : ବିଶେଷକରି ଅନ୍ତଃରାଷ୍ଟୀୟ ସଂଗଠନର ଗୋଟିଏ ପ୍ରଶାସନିକ ଦଳ ଯେଉଁମାନେ ଦସ୍ତାବିଜ ଏବଂ ସଚିବଙ୍କ ଦାୟୀତ୍ୱକୁ ସୁଚାରୁରୂପେ ପାଳନ କରିଥାନ୍ତି

ಉದಾಹರಣೆ : ସଚିବାଳୟ ଗୋଟିଏ ଅଧିସୂଚନା ଜାରି କଲା


ಇತರ ಭಾಷೆಗಳಿಗೆ ಅನುವಾದ :

एक प्रशासनिक इकाई जो दस्तावेजों और साचिविक कार्यों का उत्तरदायित्व संभालती है विशेषकर अंतर्राष्ट्रीय संस्थाओं के लिए।

सचिवालय ने एक अधिसूचना जारी किया है।
सचिवालय

An administrative unit responsible for maintaining records and other secretarial duties. Especially for international organizations.

secretariat, secretariate