ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଭଲ ଭାବରେ ରୋଷେଇ କରାଯାଇଥିବା (ଭୋଜନ)
ಉದಾಹರಣೆ : ସୁପକ୍ୱ ଭୋଜନ ସୁପାଚ୍ୟ ହୋଇଥାଏ
ಸಮಾನಾರ್ಥಕ : ସୁପକ୍ୱ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अच्छी तरह से पका हुआ (भोजन)।
ಅರ್ಥ : ଭଲ ଭାବରେ କରାଯାଇଥିବା
ಉದಾಹರಣೆ : ଛାତ୍ରର ସୁସମ୍ପନ୍ନ ନିବନ୍ଧ ଦେଖି ପ୍ରାଧ୍ୟାପକ ଅତ୍ୟଧିକ ପ୍ରସନ୍ନ ହେଲେ
ಸಮಾನಾರ್ಥಕ : ସୁସଂପନ୍ନ, ସୁସମ୍ପନ୍ନ
भली-भाँति किया हुआ।
ಅರ್ಥ : ଯେ ଯୋଗର ବିଭୂତି ପାଇ ସାରିଛନ୍ତି
ಉದಾಹರಣೆ : ସିଦ୍ଧ ସଂମୁଖାନନ୍ଦଜୀ ପ୍ରବେଶ କରୁଛନ୍ତି
ಸಮಾನಾರ್ಥಕ : ଅଲୌକିକଶକ୍ତି ସମ୍ପନ୍ନ, ତ୍ରିକାଳଜ୍ଞ, ସାଧନୋତୀର୍ଣ୍ଣ, ସିଦ୍ଧ
जो योग की विभूतियाँ प्राप्त कर चुका हो।
ಸ್ಥಾಪನೆ