ಅರ್ಥ : କୌଣସି କାମ କରିବାପାଇଁ ନିଆଯାଇଥିବା ଦୃଢ଼ ନିର୍ଣ୍ଣୟ ବା ନିଷ୍ପତ୍ତି
ಉದಾಹರಣೆ :
ଛାତ୍ରଟି ଚୋରି ନ କରିବାପାଇଁ ସଂକଳ୍ପ ନେଇଛି
ಸಮಾನಾರ್ಥಕ : ଦୃଢ଼ ନିର୍ଣ୍ଣୟ, ନିଷ୍ପତି, ବ୍ରତ
ಇತರ ಭಾಷೆಗಳಿಗೆ ಅನುವಾದ :
कोई कार्य करने के लिए लिया गया दृढ़ निर्णय या निश्चय।
छात्र ने चोरी न करने का संकल्प लिया।