ಅರ್ಥ : ଯେଉଁ ଗଛର ସୁଗନ୍ଧିତ କାଠକୁ ଘୋରି ଶରୀରରେ ଲେପ ଦିଆଯାଏ
ಉದಾಹರಣೆ :
ଚନ୍ଦନ ଶରୀରକୁ ଶୀତଳତା ପ୍ରଦାନ କରେ
ಸಮಾನಾರ್ಥಕ : ଗନ୍ଧରାଜ, ଚନ୍ଦନ, ମଳୟଜ, ମହାଗନ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
Close-grained fragrant yellowish heartwood of the true sandalwood. Has insect repelling properties and is used for carving and cabinetwork.
sandalwoodಅರ್ಥ : ଏକ ପ୍ରକାର ଗଛ ଯାହାର ପ୍ରତିଖଣ୍ଡ କାଠ ସୁଗନ୍ଧିତ
ಉದಾಹರಣೆ :
ଦକ୍ଷିଣ ଭାରତରେ ଚନ୍ଦନ ଜଙ୍ଗଲ ଦେଖାଯାଏ
ಸಮಾನಾರ್ಥಕ : ଗନ୍ଧରାଜ, ଚନ୍ଦନ, ମଳୟଜ
ಇತರ ಭಾಷೆಗಳಿಗೆ ಅನುವಾದ :
Parasitic tree of Indonesia and Malaysia having fragrant close-grained yellowish heartwood with insect repelling properties and used, e.g., for making chests.
sandalwood tree, santalum album, true sandalwoodಅರ್ಥ : କଣ୍ଟାଳିଆ ଗଛରୁ ପ୍ରାପ୍ତ ଅଠା ଯାହାକୁ ସୁଗନ୍ଧପାଇଁ ଜଳାଯାଏ
ಉದಾಹರಣೆ :
ସେ ଦୋକାନରୁ ଗୁଗ୍ଗୁଳ ଏବଂ ଝୁଣା କିଣିଲା
ಸಮಾನಾರ್ಥಕ : ଗୁଗ୍ଗୁଳ
ಇತರ ಭಾಷೆಗಳಿಗೆ ಅನುವಾದ :
An aromatic gum resin obtained from various Arabian or East African trees. Formerly valued for worship and for embalming and fumigation.
frankincense, gum olibanum, olibanum, thus