ಅರ್ಥ : ଶେଷ କରିବା ବା ରହିବାକୁ ନ ଦେବା
ಉದಾಹರಣೆ :
ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା ସେ ଚୁକ୍ତି ଭଙ୍ଗ କଲା
ಸಮಾನಾರ್ಥಕ : ତୁଟାଇବା, ଭଙ୍ଗ କରିବା, ସମାପ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
खत्म करना या न रहने देना।
उसने राम से अपने रिश्ते तोड़ लिए।ಅರ್ಥ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ಉದಾಹರಣೆ :
ପ୍ରଥମେ ଏହି କାମ ଶେଷ କର
ಸಮಾನಾರ್ಥಕ : ପୂରା କରିବା, ପୂର୍ଣ୍ଣକରିବା, ସମାପ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी काम या वस्तु आदि का अंत करना।
पहले यह काम खत्म करो।ಅರ್ಥ : କୌଣସି କାମରେ ବାକି ନ ରହିବା
ಉದಾಹರಣೆ :
ଆପଣ କଣ ଖାଇବା ସାରିଲେଣି?
ಸಮಾನಾರ್ಥಕ : ସମାପ୍ତ କରିବା, ସାରିବା
ಇತರ ಭಾಷೆಗಳಿಗೆ ಅನುವಾದ :