ಅರ್ಥ : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ
ಉದಾಹರಣೆ :
ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ
ಸಮಾನಾರ್ಥಕ : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳି
ಇತರ ಭಾಷೆಗಳಿಗೆ ಅನುವಾದ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeಅರ್ಥ : ଗୋଟିଏ ସୁଗନ୍ଧିତ ଧଳାଫୁଲ ଯାହାର ଡେମ୍ଫ ନାରଙ୍ଗୀ ରଙ୍ଗର ହୋଇଥାଏ
ಉದಾಹರಣೆ :
ଛୋଟ ଛୋଟ ପିଲାମାନେ ଫୁଲମାଳ ଗୁନ୍ଥିବାପାଇଁ ଶେଫାଳି ଫୁଲ ଗୋଟାଉଥିଲେ
ಸಮಾನಾರ್ಥಕ : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳି
ಇತರ ಭಾಷೆಗಳಿಗೆ ಅನುವಾದ :