ಅರ್ಥ : ସନ୍ଦେହଯୁକ୍ତ ଆମଦାନୀ
ಉದಾಹರಣೆ :
ତାହାର ଶୂନ୍ୟବୃତ୍ତି ଓ ଖର୍ଚ୍ଚର କୌଣସି ସମ୍ପର୍କ ନାହିଁ
ಅರ್ಥ : ପ୍ରତିବନ୍ଧକ ନଥିବା ଆୟ
ಉದಾಹರಣೆ :
ଆମ ଦେଶରେ ଅନେକ ଲୋକ ଶୂନ୍ୟବୃତ୍ତିରେ ବଞ୍ଚନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
वह आमदनी जो बँधी-बँधाई न हो या अनिश्चित हो।
हमारे देश में लाखों लोग आकाशवृत्ति पर ही जिंदा रहते हैं।The financial gain (earned or unearned) accruing over a given period of time.
incomeಅರ್ಥ : ଶୂନ୍ୟବୃତ୍ତି ଯାହାର ସାହାରା
ಉದಾಹರಣೆ :
କେତେ ଯେ ଶୂନ୍ୟବୃତ୍ତି ଶ୍ରମିକ ଏଠାରେ ଅଧା ପେଟ ଖାଇ ଜୀବନଯାପନ କରୁଛନ୍ତି
ಸಮಾನಾರ್ಥಕ : ଶୂନ୍ୟ-ବୃତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
जिसे आकाशवृत्ति का ही सहारा हो।
कितने ही आकाशवृत्तिक मज़दूर यहाँ आधा पेट खाकर ही जीते हैं।