ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ସ୍ୱଚ୍ଛତା ଅନୁସରଣ କଲେ ରୋଗ ବ୍ୟାପେ ନାହିଁ ରାସାୟନିକ ପ୍ରକ୍ରିୟାଦ୍ୱାରା ଜଳର ସ୍ୱଚ୍ଛତା ରକ୍ଷା କରାଯାଇପାରିବ
ಸಮಾನಾರ್ಥಕ : ନିର୍ମଳତା, ସଫା, ସ୍ୱଚ୍ଛତା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
स्वच्छ होने की अवस्था या भाव।
The state of being clean. Without dirt or other impurities.
ಅರ್ಥ : ବିଶୁଦ୍ଧ ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ବଣିଆ ସୁନାକୁ ଦେଖି ହିଁ ତାର ବିଶୁଦ୍ଧତା ଯାଞ୍ଚ କରିନିଏ
ಸಮಾನಾರ್ಥಕ : ଖାଣ୍ଟି, ବିଶୁଦ୍ଧତା, ବିଶୁଦ୍ଧି
खरे अर्थात् निर्मल, शुद्ध अथवा निश्चल या स्पष्टवादी होने की अवस्था, गुण या भाव।
Being undiluted or unmixed with extraneous material.
ಅರ್ಥ : ଧର୍ମ ଅନୁସାରେ ପବିତ୍ର ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ଗଙ୍ଗାଜଳର ପବିତ୍ରତାରେ କୌଣସି ସନ୍ଦେହ ନାହିଁ
ಸಮಾನಾರ್ಥಕ : ପବିତ୍ରତା, ପାବନତା, ଶୁଚିତା
धर्मानुसार पवित्र होने की अवस्था या भाव।
The state of being unsullied by sin or moral wrong. Lacking a knowledge of evil.
ಸ್ಥಾಪನೆ