ಅರ್ಥ : ଅତିଶୀଘ୍ର
ಉದಾಹರಣೆ :
ସ୍କୁଲ ପାଠପଢ଼ା ଶୀଘ୍ର କରିଦେବୁତ ମୁଁ ତୋତେ ବୁଲାଇବାକୁ ନେଇଯିବି
ಸಮಾನಾರ್ಥಕ : ଜଲ୍ଦୀ, ତୁରନ୍ତ, ବେଗି
ಇತರ ಭಾಷೆಗಳಿಗೆ ಅನುವಾದ :
शीघ्रता से या बिना विलम्ब किए।
कक्षा कार्य जल्दी करोगे तो मैं तुम्हें घुमाने ले जाऊँगी।ಅರ್ಥ : ନିର୍ଦ୍ଧାରିତ ସମୟ ଆଗରୁ
ಉದಾಹರಣೆ :
ଆନନ୍ଦ ଆଜି କାର୍ଯ୍ୟାଳୟକୁ ଶୀଘ୍ର ଆସିଲା
ಸಮಾನಾರ್ಥಕ : ଜଲଦି
ಇತರ ಭಾಷೆಗಳಿಗೆ ಅನುವಾದ :
Before the usual time or the time expected.
She graduated early.ಅರ್ಥ : ଯେଉଁଥିରେ ବିଳମ୍ବ ହୁଏନାହିଁ
ಉದಾಹರಣೆ :
ତୁରନ୍ତ କଥାବାର୍ତ୍ତାମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ
ಸಮಾನಾರ್ಥಕ : ଅବିଳମ୍ବ, ତୁରନ୍ତ, ତ୍ୱରିତ
ಇತರ ಭಾಷೆಗಳಿಗೆ ಅನುವಾದ :
Performed with little or no delay.
An immediate reply to my letter.