ಅರ್ಥ : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ
ಉದಾಹರಣೆ :
ଏହି ଶିବିର ଦୁଇ ଦିନ ଚାଲିବ
ಸಮಾನಾರ್ಥಕ : କ୍ୟାମ୍ପ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୈନିକମାନଙ୍କ ରହିବାପାଇଁ ସ୍ଥାନ
ಉದಾಹರಣೆ :
ଏହା ଗୋର୍ଖା ରେଜିମେଣ୍ଟର ଛାଉଣୀ
ಸಮಾನಾರ್ಥಕ : ଛାଉଣୀ, ସୈନିକ ଶିବିର
ಇತರ ಭಾಷೆಗಳಿಗೆ ಅನುವಾದ :
Temporary living quarters specially built by the army for soldiers.
Wherever he went in the camp the men were grumbling.ಅರ್ಥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
ಉದಾಹರಣೆ :
ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
ಉದಾಹರಣೆ :
ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment