ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୁକୁଡା, ମୟୂର ଇତ୍ୟାଦିର ମୁଣ୍ଡ ଉପରେ ଥିବା ପର ବା ମାଂସଳ ଆକର୍ଷକ ଭାଗ
ಉದಾಹರಣೆ : ଗଞ୍ଜାର ମୁଣ୍ଡ ଉପରେ ଲାଲ ରଙ୍ଗର ଚୂଳ ଅଛି
ಸಮಾನಾರ್ಥಕ : ଚୂଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
मुर्गे, मोर आदि के सिर पर का पर या मांसल आकर्षक भाग।
A showy growth of e.g. feathers or skin on the head of a bird or other animal.
ಅರ್ಥ : ଦୀପର ଅଗ୍ନିଶିଖା
ಉದಾಹರಣೆ : ସୀମା ଦୀପ ଶିଖାକୁ ତେଜୁଛି
ಸಮಾನಾರ್ಥಕ : ଦୀପ ଶିଖା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
दीपक की लौ।
ಅರ್ಥ : ହିନ୍ଦୁମାନେ ମୁଣ୍ଡ ଉପରର ମଧ୍ୟ ଭାଗରେ ରଖୁଥିବା ବାଳ ଗୁଚ୍ଛ
ಉದಾಹರಣೆ : ଆଜିକାଲି ଅଧିକାଂଶ ହିନ୍ଦୁ ମୁଣ୍ଡରେ ଶିଖା ରଖୁନାହାଁନ୍ତି
ಸಮಾನಾರ್ಥಕ : ଚୂଟୀ, ଚୂଳ
बालों का वह गुच्छा जो हिंदू लोग सिर के ऊपरी मध्य भाग में रखते हैं।
ಸ್ಥಾಪನೆ