ಅರ್ಥ : ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
ಉದಾಹರಣೆ :
ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
ಸಮಾನಾರ್ಥಕ : ଉପଦେଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
ಉದಾಹರಣೆ :
ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
An ability that has been acquired by training.
accomplishment, acquirement, acquisition, attainment, skillಅರ್ಥ : ଶିକ୍ଷା ଦେବା ପଢ଼ାଇବା କାର୍ଯ୍ୟ
ಉದಾಹರಣೆ :
ଏହି ବିଦ୍ୟାଳୟରେ ଜୁଲାଇ ଏକ ତାରିଖରୁ ପଢ଼ାପଢ଼ି ଆରମ୍ଭ ହୋଇଯିବ
ಸಮಾನಾರ್ಥಕ : ଅଧ୍ୟାପନା, ପଢ଼ା, ପଢ଼ାପଢ଼ି, ଶିକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
शिक्षा देने का कार्य या पढ़ाने का कार्य।
इस विद्यालय में पहली जुलाई से शिक्षण शुरु हो जाएगा।The profession of teaching (especially at a school or college or university).
education