ಅರ್ಥ : କାବ୍ୟର ନଅଟି ରସ ମଧ୍ୟରୁ ଗୋଟିଏ
ಉದಾಹರಣೆ :
ସଂସାରର ଅସାରତାର ଜ୍ଞାନ ବା ପରମାତ୍ମାଙ୍କ ସ୍ୱରୂପର ଚିନ୍ତନ ହେଉଛି ଶାନ୍ତ ରସର ପୃଷ୍ଠଭୂମି
ಸಮಾನಾರ್ಥಕ : ଶାନ୍ତ ରସ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନୁଙ୍କର ଏକ ପୁତ୍ର
ಉದಾಹರಣೆ :
ଶାନ୍ତଙ୍କ ବର୍ଣ୍ଣନା ମନୁସ୍ମୃତିରେ ଦେଖିବାକୁ ମିଳେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଯାହାର ସ୍ୱଭାବ ଭଲ
ಉದಾಹರಣೆ :
ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Having or showing a kindly or tender nature.
The gentle touch of her hand.ಅರ್ಥ : ଯିଏ ଚଞ୍ଚଳ ନୁହେଁ
ಉದಾಹರಣೆ :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ಸಮಾನಾರ್ಥಕ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ସୌମ୍ୟ, ସ୍ଥିର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଉଦବିଘ୍ନ ନୁହେଁ
ಉದಾಹರಣೆ :
ମୋହନର ଜୀବନ ଶାନ୍ତ
ಸಮಾನಾರ್ಥಕ : ନିରୁଦବିଘ୍ନ, ପ୍ରଶାନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
Characterized by an absence or near absence of agitation or activity.
A quiet life.ಅರ್ಥ : ଯାହାଙ୍କୁ ଭଲ କାମ କରିବା ଢଙ୍ଗ ଆସେ
ಉದಾಹರಣೆ :
ସୁଧାର ବୋହୂଟିଏ ପାଇ ଲତାର ଶ୍ୱଶୁରଘର ଲୋକେ ବହୁତ ଖୁସି ଅଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧୈର୍ଯ୍ୟ ରଖିବା ଲୋକ
ಉದಾಹರಣೆ :
ଧୈର୍ଯ୍ୟଶୀଳ ବ୍ୟକ୍ତି ଧୈର୍ଯ୍ୟ ସହକାରେ କଠିନ କାର୍ଯ୍ୟ ଉପରେ ବିଜୟ କରିନିଏ
ಸಮಾನಾರ್ಥಕ : ଧୀର, ଧୈର୍ଯ୍ୟବାନ୍, ଧୈର୍ଯ୍ୟଶୀଳ
ಇತರ ಭಾಷೆಗಳಿಗೆ ಅನುವಾದ :
Enduring trying circumstances with even temper or characterized by such endurance.
A patient smile.ಅರ್ಥ : ଯାହାର ଚିତ୍ତ ସ୍ଥିର
ಉದಾಹರಣೆ :
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ಸಮಾನಾರ್ಥಕ : ଅଚଞ୍ଚଳ, ପ୍ରଶାନ୍ତ, ସୁଶାନ୍ତ, ସ୍ଥିର, ସ୍ଥିରଚିତ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଥିରେ ତରଙ୍ଗ ନାହିଁ
ಉದಾಹರಣೆ :
ଶ୍ୟାମ ଶାନ୍ତ ଜଳକୁ ପଥର ଫିଙ୍ଗୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
(of a body of water) free from disturbance by heavy waves.
A ribbon of sand between the angry sea and the placid bay.